STORYMIRROR

ଯୌବନ...

“ ଯୌବନ ଅଣଲେଉଟା ଋତୁଟିଏ ଯଦି ହୁଅଇ ଅତୀତ ଆଗାମୀ ବର୍ଷକୁ ଆସେ ଆକାଶୁ ଚନ୍ଦମା କ୍ଷୟ ହୋଇଗଲେ ଆର ପୂର୍ଣ୍ଣିମାରେ ଦିଶେ ଗଡ଼ିଗଲେ ଥରେ ପଛକୁ ଫେରେନି ନିମ୍ନଗାମୀ ନଦୀ ଜଳ ମଣିଷ ଯୌବନ ଫେରେନି ପଛକୁ ଲଗାଇଲେ ବାହୁ ବଳ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର ”

By Kshitish Jena
 434


More oriya quote from Kshitish Jena
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments