STORYMIRROR
ଯାଏ ଦିନ ରହେ...
ଯାଏ ଦିନ ରହେ...
ଯାଏ ଦିନ ରହେ...
“
ଯାଏ ଦିନ ରହେ ଚିହ୍ନ
ଦିନ ଚାଲିଯାଏ ଭଲମନ୍ଦ କାମ
ରହିଯାଏ ଚିହ୍ନ ହୋଇ
କାଦୁଅ ଲିପିଲେ ଘୋଡ଼ାଇଲେ ତାହା
ଲୁଚେ ନାହିଁ କେବେ ସେହି ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
87
More oriya quote from Kshitish Jena
Download StoryMirror App