STORYMIRROR

ଉପହାସ କୁ...

ଉପହାସ କୁ କଦାପି ଡରି ନିଜର ଲକ୍ଷ୍ୟ ହାସଲର ଦିଗ ପରିବର୍ତ୍ତନ କରିବା କେବେ ଉଚିତ ନୁହେଁ। କାହିଁକି ନାଁ ଲକ୍ଷ୍ୟ ହାସଲ ପରେ , ଉପହାସ କରୁଥିବା ସେଇ ବ୍ୟକ୍ତି ନିଜର ମତ ଏବଂ ଆଭିମୁଖ୍ୟ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରିବାକୁ ପଛେଇ ନଥାଏ । 💙 neelkanthaa+++

By Nilakantha Nayak
 15


More oriya quote from Nilakantha Nayak
0 Likes   0 Comments