STORYMIRROR
#ଉଭୟ ପରିପୂରକ...
#ଉଭୟ ପରିପୂରକ...
#ଉଭୟ...
“
#ଉଭୟ ପରିପୂରକ #ସ୍ୱାଗତିକା
କନ୍ୟା ରତ୍ନ ସହ ସମାନ।ଝିଅ ନଥିଲେ ଖୁଦୁରୁକୁଣି କରିବ କିଏ?ଭାଇ ହାତରେ ରାଖି ବାନ୍ଧିବ କିଏ?ମାଣ ଖଟୁଲି କିଏ ପୂଜିବ?ସାବିତ୍ରୀ କିଏ କରିବ?ଗର୍ଭ ଧାରଣ କିଏ କରିବ?ଘର ର ଲକ୍ଷ୍ମୀ ର ଆଖ୍ୟା ତେବେ କିଏ ପାଇବ?
ଆଉ ଏ ସବୁ ସେ କାହା ପାଇଁ ବି କରିବ?କିଏ ତାକୁ ବୁଝିବ ଯଦି ପୁରୁଷ ହିଁ ନଥିବ....ତେଣୁ ଉଭୟ ପରିପୂରକ।ଉଭୟ ସମାଜ ପାଇଁ ଲୋଡା।
”
376
More oriya quote from Swagatika Behera
Download StoryMirror App