STORYMIRROR
ତୁମେ...
ତୁମେ କହୁଥିଲ ହାତ...
ତୁମେ କହୁଥିଲ...
“
ତୁମେ କହୁଥିଲ ହାତ ଧରି ମୋର ଚାଲୁଥିବ ସାଥୀ ହୋଇ,
ଆଜି ସବୁ ଭୁଲି ଆଉ କାହା ସାଙ୍ଗେ ଚାଲିଗଲ ଠକି ଦେଇ..!
ମୋତେ ଠକି ଦେଲେ ଦୁଃଖ ନାହିଁ ମୋର ମନେ,
ତୁମେ ଖୁସି ଦେଖି ମୁଁ ବି ଖୁସି
ସୁଖୀ ରୁହ ସବୁ ଦିନେ..!!
”
9
More oriya quote from ସନାତନ ଦାସ
Download StoryMirror App