STORYMIRROR
ତୁମେ...
ତୁମେ ଗଲା ପରେ ମୋ...
ତୁମେ ଗଲା...
“
ତୁମେ ଗଲା ପରେ ମୋ ଭାଗ୍ୟ ଆକାଶେ
ଋଷିଗଲା ଯେବେ ରବି
ମାନସ ମଲାଟେ ଧୂଆଁ ଧୂଆଁ ଦିଶେ
ତୁମର ସେ ପ୍ରତିଛବି
ଭାବିଥିଲ ପ୍ରିୟେ ପ୍ରେମରେ ଝୁଣ୍ଟିଲେ
ଆଣ୍ଠୁ ମାଡି ପଡିଯିବି
ବୁଲି ଚାହିଁ ଦେଖ ଶବ୍ଦ ଗୁଞ୍ଜରଣେ
ସାଜି ସାରିଲିଣି କବି
”
198
More oriya quote from Rana Surya
Download StoryMirror App