STORYMIRROR

ତୁମେ ଆସୁଛ...

ତୁମେ ଆସୁଛ ପ୍ରଭୁ ଆସ ସୀତା କି ଶକୁନ୍ତଳା ପରି ଆଉ ସହି ହେଉନାହିଁ ଦୁଃଖ,,, ଆସିବ ତ ଶବରୀ କି ଅହଲ୍ୟା ପରି ମୋ ଜୀବନ ଜଞ୍ଜାଳରୁ ମୋତେ କରିଦେବ ଶାପମୁକ୍ତ। - ପ୍ରିୟଦର୍ଶନୀ

By Dunia Priyadarsani
 1


More oriya quote from Dunia Priyadarsani
0 Likes   0 Comments