STORYMIRROR
ତୁମ ଟୋପି ଘଡି...
ତୁମ ଟୋପି ଘଡି...
ତୁମ ଟୋପି...
“
ତୁମ ଟୋପି ଘଡି ଚଷମା ଓ ବାଡି
ଚରଖା କଠଉ ସବୁ ଗଲ ଛାଡି
ତୁମ ଦେହ ମାଂସ ରକ୍ତ ହାଡ କାଢି
ଦେଶ ଏକତାରେ ସବୁ ଦେଲ ବାଢି
ତୁମ ଜୀବନ ହିଁ ତୁମରି ବାରତା
କାଳଜୟୀ ହୋଇ ରହିବ ଏ ଗାଥା
”
26
More oriya quote from Gautam Das
Download StoryMirror App