STORYMIRROR

ତୁଛଟାରେ...

ତୁଛଟାରେ ମରିଗଲେ ନମିଳେ ସରଗ ସୁଖ, ଲଭିବାକୁ ଚାହୁଁ ଯଦି କରିଯା ତୁ ସୁକରମ। କରମ ଭୁଲି ସରଗ ଖୋଜିଲେ କିଅବା ମିଳେ ଲାଭ, ସୁକରମେ ସରଗ କୁକରମେ ନରକ ହେଜରଖ ହେ ସୁଜନ।

By Annapurna Bhatta
 72


More oriya quote from Annapurna Bhatta
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments