STORYMIRROR

ତୁ ଯେଉଁ...

ତୁ ଯେଉଁ ବଗିଚାର ଏକ ସୁନ୍ଦର ଫୁଲ ମୁଁ ସେ ବଗିଚାକୁ ଯତ୍ନ କରୁଥିବା ମାଳି ତୋ ପରି ରୂପ ରାଇଜର ପରୀ କୁ କିଏ ବା ଦେଇ ପାରିବ ମୁଲ ମୁଁ ତ ଛାଡ଼ ହତଭାଗ୍ୟ ଏକତରଫା ପ୍ରେମୀ କ୍ଷୀରବ୍ଧି ତନୟା ନାୟକ

By Kshirabdhi Tanaya Nayak
 17


More oriya quote from Kshirabdhi Tanaya Nayak