None
Share with friends
ତୁ ଯେଉଁ ବଗିଚାର ଏକ ସୁନ୍ଦର ଫୁଲ ମୁଁ ସେ ବଗିଚାକୁ ଯତ୍ନ କରୁଥିବା ମାଳି ତୋ ପରି ରୂପ ରାଇଜର ପରୀ କୁ କିଏ ବା ଦେଇ ପାରିବ ମୁଲ ମୁଁ ତ ଛାଡ଼ ହତଭାଗ୍ୟ ଏକତରଫା ପ୍ରେମୀ କ୍ଷୀରବ୍ଧି ତନୟା ନାୟକ
ବସିଯାଅ ପାଖେ ମୋର ଅତି ନିକଟରେ ବାସିଉଠୁ ଚାରିପାଖ ତୁମ ମନ ବନରେ ଫୁଟିଥିବା ମଲ୍ଲୀ ର ବାସ୍ନାରେ ଛୁଇଁ ଦେଇ ଯାଅ ଥରେ ନିରୋଳାରେ ତୁମ ସୁପ୍ତ ମନରେ ଥିବା ଗୁପ୍ତ ପ୍ରେମର ଛୁଆଁ ରେ କହି ଯାଅ କଥା କିଛି ପଦ୍ମ ପାଖୁଡ଼ା ପରି ସେଇ ଗୋଲାପି ଉଠରେ ହୃଦୟ ଭିତରେ ଲୁଚି ରହିଥିବା ଶବ୍ଦ ସବୁ ଆଜି ଖେଳି ଉଠୁ ଖୁସିରେ କ୍ଷୀରବ୍ଧି ତନୟା ନାୟକ