STORYMIRROR

ବସିଯାଅ ପାଖେ...

ବସିଯାଅ ପାଖେ ମୋର ଅତି ନିକଟରେ ବାସିଉଠୁ ଚାରିପାଖ ତୁମ ମନ ବନରେ ଫୁଟିଥିବା ମଲ୍ଲୀ ର ବାସ୍ନାରେ ଛୁଇଁ ଦେଇ ଯାଅ ଥରେ ନିରୋଳାରେ ତୁମ ସୁପ୍ତ ମନରେ ଥିବା ଗୁପ୍ତ ପ୍ରେମର ଛୁଆଁ ରେ କହି ଯାଅ କଥା କିଛି ପଦ୍ମ ପାଖୁଡ଼ା ପରି ସେଇ ଗୋଲାପି ଉଠରେ ହୃଦୟ ଭିତରେ ଲୁଚି ରହିଥିବା ଶବ୍ଦ ସବୁ ଆଜି ଖେଳି ଉଠୁ ଖୁସିରେ କ୍ଷୀରବ୍ଧି ତନୟା ନାୟକ

By Kshirabdhi Tanaya Nayak
 14


More oriya quote from Kshirabdhi Tanaya Nayak