STORYMIRROR
ଟିକିଏ ମୁରୁକି...
ଟିକିଏ ମୁରୁକି...
ଟିକିଏ...
“
ଟିକିଏ ମୁରୁକି ଲାଜେଇ ହସକୁ
କେବେ ପ୍ରେମ ଭାବନି
ସାଥିହୋଇ କେଇ ପାଦ ବାଟ ଚାଲିଗଲେ
କେବେ ଭଲପାଇବା ହୁଏନି
କାରଣ
ଏ ସ୍ବାର୍ଥ ଦୁନିଆରେ
କେହି କାହାର ନୁହେଁ
ଧୋକା ତ ସିଏ ଦିଏ
ଯିଏ ଆପଣାର ଥାଏ ।।
”
204
More oriya quote from Anuja Behera
Download StoryMirror App