STORYMIRROR
ଦିନ...
ଦିନ ଥିଲା
କେହି...
ଦିନ ଥିଲା...
“
ଦିନ ଥିଲା
କେହି ଜଣେ
ମୋ ସହ କଥା ହେବା ପାଇଁ ପାଗଳ ହୋଇଯାଉଥିଲା
କେଜାଣି ସେଦିନ ହଠାତ କୁଆଡେ ଉଭେଇ ଗଲା
ଏବେ ତ ସେ ଟିକେ ସମୟ ପାଉନି
ମତେ ଟିକେ ମନେ ପକାଇବାକୁ
ସତରେ ସମ୍ପର୍କ ପୁରୁଣା ହେଲେ ନା
ସମସ୍ତେ ବଦଳି ଯାଆନ୍ତି
ଯେମିତି ତମେ ବଦଳି ଗଲ.....
”
17
More oriya quote from Anuja Behera
Download StoryMirror App