STORYMIRROR
ଠିପି...
ଠିପି ବନ୍ଦ୍ ଠିପି...
ଠିପି ବନ୍ଦ୍...
“
ଠିପି ବନ୍ଦ୍ ଠିପି ଖୋଲା ର ଦୁଆରେ
ଅଟକି ଯାଅନା କେହି
ମରଣ ବିକ୍ରେତା ମୃତ୍ୟୁ ବିକୁଛି
ଡାକୁଅଛି ରହି ରହି
ଯୁବଗୋଷ୍ଠୀ ଯେବେ ଅକାଳେ ପଡିବେ ଶୋଇ
ଭାରତ କିପରି ଜାଗିବ କୁହ ତ
ନବ ଜାଗରଣ ନେଇ
ଠିପି ବନ୍ଦ୍ ଠିପି ଖୋଲା ର ଦୁଆରେ
ଅଟକି ଯାଅନା କେହି ା
**ଆହ୍ଲାଦିନୀ**
”
213
More oriya quote from Alhadini Panigrahi dash
Download StoryMirror App