STORYMIRROR

ତୋ ବିନା...

ତୋ ବିନା ବର୍ତ୍ତମାନ ଫିକା ଫିକା ଲାଗେ ସମୟ କଟେନି ଏ କ୍ଷଣିକେ ସମୟେ ମୋ ଖିଆଲୀ ମନର ପ୍ରଶ୍ନ ଆଢୁଆଳେ ମୋ ସମୟ ଖୋଜେ ତୋତେ ଏ ଦିଗନ୍ତ ପଥରେ Padarbinda_Speaks

By Padarbinda Rath
 152


More oriya quote from Padarbinda Rath
28 Likes   0 Comments