STORYMIRROR
ତମ ନିର୍ମମ...
ତମ ନିର୍ମମ...
ତମ ନିର୍ମମ...
“
ତମ ନିର୍ମମ ଉତ୍ପୀଡନ କୁ
ପ୍ରେମ ମନେ କରି ଉତ୍ତେଜିତ
ହେଉଥିଲି ବାରମ୍ବାର
ହେଲେ ମିଠା ଯନ୍ତ୍ରଣା ରେ ମଧୁ ଟିକେ କମ୍ ଥିଲା
ତମ ପ୍ରତାରଣା ରେ ଖୋଜୁଥିଲି
ଆନ୍ତରିକ ଫଲଗୁ ବିଶ୍ଵାସରେ
ଶ୍ଵାସ ରୁଦ୍ଧ ହେବା ପରେ ବୁଝିଲି
ସମ୍ପର୍କ ରେ ପ୍ରାଣ ଟିକେ କମ୍ ଥିଲା।
🤟
”
290
More oriya quote from Sibani Gita
Download StoryMirror App