I'm Sibani and I love to read StoryMirror contents.
Share with friends
ତୁମେ କହୁ କହୁ କେତେ କଥା କହି ଯାଅ ମୁଁ ସହୁ ସହୁ ରାତିକୁ ଜଗାଏ ତୁମେ କହିବାର ହକ୍ ମୋ ଠୁ ପାଇଚ ମୋର ପ୍ରାପ୍ୟ ସହିବାରେ ଥାଏ ।।💚
ଆଖିର ମୁକ୍ତାସବୁ ତୁମ ନାମରେ କରିଦେଇ ଥିଲି ଓଠର ହସ କୁ ତୁମ ଖୁସି ଆଗେ ବିକି ଦେଇ ଥିଲି କୋଉଟା ତୁମ ପାଇଁ ମୂଲ୍ୟବାନ କେଜାଣି
ତମ ନିର୍ମମ ଉତ୍ପୀଡନ କୁ ପ୍ରେମ ମନେ କରି ଉତ୍ତେଜିତ ହେଉଥିଲି ବାରମ୍ବାର ହେଲେ ମିଠା ଯନ୍ତ୍ରଣା ରେ ମଧୁ ଟିକେ କମ୍ ଥିଲା ତମ ପ୍ରତାରଣା ରେ ଖୋଜୁଥିଲି ଆନ୍ତରିକ ଫଲଗୁ ବିଶ୍ଵାସରେ ଶ୍ଵାସ ରୁଦ୍ଧ ହେବା ପରେ ବୁଝିଲି ସମ୍ପର୍କ ରେ ପ୍ରାଣ ଟିକେ କମ୍ ଥିଲା। 🤟