STORYMIRROR

ଥରେ ଯେ ହୁଅଇ...

ଥରେ ଯେ ହୁଅଇ ନେତା ଖୋଲିଯାଏ ଭାଗ୍ୟ, ରାତାରାତି ଲମ୍ବା ଦାଢି ପାଆନ୍ତି ଅଯୋଗ୍ୟ। ମିଶାନ୍ତି ଦେଶର ପାଣ୍ଠି ନିଜର ପାଣ୍ଠିରେ, କଳାଧନ ସାଇତନ୍ତି ବିଦେଶୀ କୋଠରେ। ଯେ ମାରନ୍ତି ଯେତେ ସିଏ ସେତେବଡ ନେତା, ବଂଶବାଦ ଆଜି ରାଜନୀତିର ଯୋଗ୍ୟତା।

By Kulamani Sarangi
 177


More oriya quote from Kulamani Sarangi
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments