STORYMIRROR
ତହଁକି...
ତହଁକି ତହଁକି ସଟୋ...
ତହଁକି ତହଁକି...
“
ତହଁକି ତହଁକି ସଟୋ ସଟୋ
ବନାଲ ମରାବାର୍ ଯନ୍ତ୍ର
କିଏ ଆକାଶେ,କିଏ ପାତାଲେ
ବୁହାବା କେତେ ରକ୍ତ,
ତହଁକି କରି ବନେଇ ପାରୁଛ କାଏଁ
ଇଛେନ୍ ଟିକେ ଉଷୋ,
ଇନୁ ତ ଟିକେ ଶିଖ .....
ମାର୍'ବାର୍ ଟା ବଡା ସହଜ୍
ବଂଚାବାର୍ ଟା ବଡା କଷ୍ଟ ା
-Alhadini-
”
213
More oriya quote from Alhadini Panigrahi dash
Download StoryMirror App