STORYMIRROR

ସୂର୍ଯ୍ୟାସ୍ତ ...

“ ସୂର୍ଯ୍ୟାସ୍ତ ସୂର୍ଯ୍ୟ ଉଦୟ ପରେ ସମୟାନୁସାରେ ସୂର୍ଯ୍ୟାସ୍ତ ହେଲା ପରି ମଣିଷ ଜନ୍ମ ହେବା ପରେ ସମୟାନୁସାରେ ମୃତ୍ୟୁବରଣ କରିଥାଏ। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଅର୍ଥାତ୍ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ସୀମିତ ସମୟ ମଧ୍ୟରେ ଏପରି ସୁକର୍ମ କରିଯିବା ଯାହାକି ସୂର୍ଯ୍ୟକିରଣ ପରି ଜାଜ୍ୱଲ୍ୟମାନ କରୁଥବ । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର ”

By Kshitish Jena
 1288


More oriya quote from Kshitish Jena
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments