STORYMIRROR

ସୁନ୍ଦରତା...

ସୁନ୍ଦରତା ରୂପରେ ନଥାଏ ଉପରକୁ ସୁନ୍ଦର ଦିଶୁଥିବା ମହାକାଳ ଫଳ ପରି ସୁନ୍ଦର ଚେହେରା, ସୁନ୍ଦର ପୋଷାକ ଓ ମିଠା କଥାରେ କୌଣସି ବ୍ୟକ୍ତିଙ୍କୁ ଚିହ୍ନି ହୁଏନି । ବାସ୍ତବରେ ଭିତର ସ୍ଵଚ୍ଛତା ହିଁ ପ୍ରକୃତ ସୁନ୍ଦରତା । କ୍ଷିତୀଶ ଜେନା କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର

By Kshitish Jena
 95


More oriya quote from Kshitish Jena
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments