STORYMIRROR
...
...
...
“
ସୁଖ ଦୁଃଖ ମିଶା ଅଥଳ ସଂସାରେ
ମାଆ ମୋର ସାହା ହୁଏ
ଦୁଃଖର ଯନ୍ତ୍ରଣା ଭଉଁରୀ ଗରଭେ
ନିଜକୁ ବୁଡାଇ ଦିଏ ll
ଦଶ ମାସ ଦଶ ଦିନ ଗଣୁଥାଏ
ଶୁଣିବାକୁ କୁଆଁ ରାବ
କେତେ ଦେବା ଦେବୀ ଇଷ୍ଟ ସେ ପୁଜିଛି
ବ୍ରତ, ପୁନିଅ ପରବ ll
”
215
More oriya quote from Sahadev Behera
Download StoryMirror App