STORYMIRROR
ସତ୍ୟ ଶିବ ଏଇ...
ସତ୍ୟ ଶିବ ଏଇ...
ସତ୍ୟ ଶିବ ଏଇ...
“
ସତ୍ୟ ଶିବ ଏଇ ସୁନ୍ଦର ସୃଷ୍ଟିରେ
ଏବେ ବଦଳୁଛି ପ୍ରକୃତି ରୂପ
କଙ୍କ୍ରିଟ ଜଙ୍ଗଲ ଦିଶେ ସବୁଆଡେ
ଦିଶୁନାହିଁ ଆଉ ବୃକ୍ଷ।
ଏହିପରି ଯଦି କ୍ଷୟ ହେଉଥିବ
ପ୍ରକୃତି ରାଣୀଙ୍କ କୋଳ
ବିଶ୍ୱ ଧ୍ୱଂସ ଆଉ ଵେଶି ଡେରିନାହିଁ
ଆସିଲାଣି ମୃତ୍ୟୁ ବେଳ।
”
271
More oriya quote from Mamatamanjari Das
Download StoryMirror App