STORYMIRROR

ସଫଳତା ଦେଉ...

ସଫଳତା ଦେଉ ବିନମ୍ରତା, ବିଫଳତା ଦେଉ ଅଭିଜ୍ଞତା, ଭାବନାରେ ରହୁ ଜୀବନର ସ୍ଥିତପ୍ରଜ୍ଞ ଆଉ ପବିତ୍ରତା । ଶତାୟୁଷ ହୁଅ ଜିତେନ୍ଦ୍ରୀୟ ବଞ୍ଚିରହୁ ତୁମ ମାନବତା, ଶୁଭଇଛା ସେହି ଦୟାମୟ ଜନମେ ଦିଅନ୍ତୁ ସାର୍ଥକତା ।। ■

By Niranjan Pandey
 13


More oriya quote from Niranjan Pandey
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments