STORYMIRROR

ସନ୍ତୁଳନ...

“ ସନ୍ତୁଳନ ରକ୍ଷା ପାଇଁ ଆସିଥିବା ବାତ୍ୟାରେ ଯଦି ଛୋଟିଆ ପକ୍ଷୀର ବସା ଉଡି ଯାଏ, କୁହାଯାଏ ସେଥିରେ ବାତ୍ୟାର କୌଣସି ଭୁଲ ନଥାଏ ତେବେ ପକ୍ଷୀର ବି ତ କିଛି ଭୁଲ ନଥାଏ। କେବଳ ପରିସ୍ଥିତି ହିଁ ଏହା ପାଇଁ ଦାୟୀ। ତେଣୁ ଅନ୍ୟକୁ ଦୋଷୀ କହିବା ଆଗରୁ ପରିସ୍ଥିତି ବିଷୟରେ ଜାଣିନେବା ଉଚିତ ନୁହେଁ କି? ପପୁ ପରିଡା ”

By Papu parida
 187


More oriya quote from Papu parida
5 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments