ନୁହେଁ ମୁଁ କବି ନୁହେଁ ମୁଁ ଗାଳ୍ପିକ ପ୍ରକାଶ କରେ ମୁଁ ମନର ଆବେଗ ମନର କଥାକୁ କଲମ କାଳିର ଭରି ଦେଇଥାଏ ନିଜ କଳ୍ପନାରେ....
Share with friends
ପିଠିରେ ବାନ୍ଧିଣ ନବ ସନ୍ତାନକୁ ଯେବେ ରଣେ ପ୍ରବେଶ ହୋଇଲେ ଫସଲ ପରିକା ଶତ୍ରୁ ଶିର କେତେ କାଟି କାଟି ଚାଲିଗଲେ ରଣେ ଲକ୍ଷ ଲକ୍ଷ ବୀରଙ୍କ ମଧ୍ୟରେ ବିରଙ୍ଗନା ବୋଲାଇଲେ।