STORYMIRROR
ସ୍ନେହ ମମତା...
ସ୍ନେହ ମମତା...
ସ୍ନେହ ମମତା...
“
ସ୍ନେହ ମମତା ବଡ଼
ପଶୁପକ୍ଷୀ ସ୍ନେହ ମମତା ବୁଝନ୍ତି
ବୁଝରେ ମଣିଷ ତୁହି
ସ୍ନେହ ମମତାଠୁ ବଡ଼ ଏ ସଂସାରେ
ଆଉ କିଛି ପରା ନାହିଁ ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
90
More oriya quote from Kshitish Jena
Download StoryMirror App