STORYMIRROR

ସଂଧ୍ୟାରେ...

ସଂଧ୍ୟାରେ କାଲି ମୁହଁଟା ତୁମର ମହାଦୀପ ପରି ଦିଶୁଥିଲା , ଦେହଟା ତୁମର କାହିଁକି କେଜାଣି ଅଲଗା ଅଲଗା ବାସୁଥିଲ !! ହେଲେ ଖୁସିଟା ତୁମର କେହି ଅବା ସତେ ବାଧ୍ୟ କରି ଦେଇ ଲୁଟିଥିଲା , କେମିତି କେଜାଣି ଗଙ୍ଗଶିଉଳିଟା ଦ୍ବିପ୍ରହରେ ଫୁଟିଥିଲା !! @ ଜାଗର ବାସି 😭 ବିରେନ୍ ରାୟ ମୋ ..୯୪୩୭୪୬୩୫୩୮

By BHariom power Ajtak
 320


More oriya quote from BHariom power Ajtak
20 Likes   0 Comments