STORYMIRROR
ସଂଧ୍ୟାର...
ସଂଧ୍ୟାରେ କାଲି...
ସଂଧ୍ୟାରେ...
“
ସଂଧ୍ୟାରେ କାଲି
ମୁହଁଟା ତୁମର
ମହାଦୀପ ପରି ଦିଶୁଥିଲା ,
ଦେହଟା ତୁମର
କାହିଁକି କେଜାଣି
ଅଲଗା ଅଲଗା ବାସୁଥିଲ !!
ହେଲେ ଖୁସିଟା
ତୁମର କେହି ଅବା ସତେ
ବାଧ୍ୟ କରି ଦେଇ
ଲୁଟିଥିଲା ,
କେମିତି କେଜାଣି
ଗଙ୍ଗଶିଉଳିଟା
ଦ୍ବିପ୍ରହରେ ଫୁଟିଥିଲା !!
@ ଜାଗର ବାସି 😭
ବିରେନ୍ ରାୟ
ମୋ ..୯୪୩୭୪୬୩୫୩୮
”
320
More oriya quote from BHariom power Ajtak
Download StoryMirror App