STORYMIRROR

ସନାତନ...

ସନାତନ ଧର୍ମ 🙏🏼🙏🏼💐💐🙏🏼🙏🏼 ସାଗରିକା ଦାଶ କଟକ *🙏🏼🙏🏼**🙏🏼🙏🏼 ସନାତନ ଧର୍ମ କହିଲେ,ଆମର ବିଶ୍ଵ ସମୁଦାୟ ହିନ୍ଦୁ ଧର୍ମ କୁ ବୁଝାଇ ଥାଏ । ଏହି ଧର୍ମ କାହିଁ କେତେ ଆଦିମ କାଳରୁ ସୃଷ୍ଟି ହୋଇଛି । ମହାଭାରତ ଓ ରାମାୟଣରେ ମଧ୍ୟ ସନାତନ ଧର୍ମ ଉପରେ ଆଲୋକପାତ ହୋଇଥିଲା ।ପ୍ରଥମ କଥା ,ଆମର ଜଗନ୍ନାଥ ସଂସ୍କୃତି ସନାତନ ଧର୍ମ କୁ ବୁଝାଏ। ବିଶ୍ଵ ହିନ୍ଦୁ ପରିଷଦ ଏହି ଧର୍ମ ରୁ ହିଁ ସୃଷ୍ଟି। କିନ୍ତୁ ଆଜି ବଡ଼ ଦୁଃଖର ବିଷୟ କେତେକ ଅଣ ଗୋଷ୍ଠୀ ସଂଗଠନ ଓ ବୈଦେଶିକ

By Sagarika Dash
 27


More oriya quote from Sagarika Dash
0 Likes   0 Comments