STORYMIRROR
ସମୟର ସ୍ରୋତେ...
ସମୟର ସ୍ରୋତେ...
ସମୟର ସ୍ରୋତେ...
“
ସମୟର ସ୍ରୋତେ ଭାସୁଛି ଜୀବନ
ମନେ ଉଙ୍କି ମାରୁଛି ଗୁଡ଼ିଏ ପ୍ରଶ୍ନ
ଉତ୍ତର କଅଣ ମୁଁ ଜାଣିପାରେ ନା
କି କରି ପାରିବ ଏ ଛାର ମଣିଷ
ସମୟର ସ୍ରୋତ ରୋକି ପାରେନା।
✍️ ଶାନ୍ତନୁ ଭୋଇ
”
255
More oriya quote from Shantanu Bhoi
Download StoryMirror App