STORYMIRROR
ସମୟର...
ସମୟର ପାଚେରୀରେ...
ସମୟର...
“
ସମୟର ପାଚେରୀରେ ଆବଦ୍ଧ ଏ ଜୀବନ,
କେଜାଣି କେବେ ସମୟ ଶେଷ ହୋଇଯିବ ଓ ଆତ୍ମା ମୁକ୍ତ ବିହଙ୍ଗ ପରି ଆମ ଶରୀରର ପିଞ୍ଜରା ଭାଙ୍ଗି ଉଡ଼ିଯିବ,
ତାହା କେବଳ ପରମେଶ୍ବର ଙ୍କୁ ହି ଜଣା।
”
304
More oriya quote from Sagar Pradhan
Download StoryMirror App