STORYMIRROR

ମାଧ୍ୟାକର୍ଷଣ...

“ ମାଧ୍ୟାକର୍ଷଣ ର ଆକର୍ଷଣବି ଯାହା ସ୍ନେହ ଆଗରେ ଫିକା, ଯିଏ ତାର ସନ୍ତାନକୁ ଦଣ୍ଡେ ନଦେଖିଲେ ପ୍ରକୃତିର କରାଳ ତାଣ୍ଡବଠୁ ଅଧିକ ଉଗ୍ରମୁଖା । ଯାହା ଆଗରେ ମହାକାଳ ବି ଖାଲି ହାତ, ସେ ମୋ ବୋଉର ପଣତ। ”

By Sagar Pradhan
 244


More oriya quote from Sagar Pradhan
18 Likes   0 Comments
26 Likes   0 Comments
13 Likes   0 Comments
15 Likes   0 Comments
16 Likes   2 Comments