STORYMIRROR

ସମୟ ସର୍ବଦା...

ସମୟ ସର୍ବଦା ମଣିଷକୁ ଦିଏ ଜୀବନର ମହା ଶିକ୍ଷା। ସମୟ‌ ଆସିଲେ ରାଜା ମହାରାଜା ମାଗନ୍ତି ଦାଣ୍ଡରେ ଭିକ୍ଷା।। ଜାହାକୁ ଭାବିବ ସବୁଠୁ ନିଜର ପ୍ରଥମେ ଦେବ ସେ ଧୋକା। ଦୁର୍ବଳତା ଦେଖି ଆମ ଏ ସଂସାର ମରଦକୁ କହେ ଛକା।।

By Priyaranjan Biswal
 6


More oriya quote from Priyaranjan Biswal
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments