STORYMIRROR

ସମୟ ସଙ୍ଗେ...

ସମୟ ସଙ୍ଗେ ତାଳ ଦେଲେ, ଆଗକୁ ବଢିବ ଟି ଭଲେ, ନହେଲେ ବେଳ ଗଡିଯିବ, ହାଟ ସଉଦା ରହିଯିବ, ଜୀବନ ରାସ୍ତା ହେବ ଶେଷ, ଅଟକି ଯିବ ଟି ଭବିଷ୍ୟ।

By Kulamani Sarangi
 265


More oriya quote from Kulamani Sarangi
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments