STORYMIRROR
ସମୟ
ସମୟ...
ସମୟ
ସମୟ କାହାକୁ...
ସମୟ
ସମୟ...
“
ସମୟ
ସମୟ କାହାକୁ ଅପେକ୍ଷା କରେନି
ନିମିଷକେ ଯାଏ ଆଗକୁ ଚାଲି
ସମୟ ସହିତ ତାଳ ଦେଇ ଯିବା
ସବୁ ଦୁଃଖ କଷ୍ଟ ଯାଇଣ ଭୁଲି ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
281
More oriya quote from Kshitish Jena
Download StoryMirror App