STORYMIRROR

ସମୟ କେବେ...

ସମୟ କେବେ କାହାକୁ ଅପେକ୍ଷା କରେ ନାହିଁ, କିନ୍ତୁ ଏଠି ସମୟ ସହ ତାଳ ଦେଇ ଆଜୀବନ ବଞ୍ଚିବାକୁ ପଡିଥାଏ, କାହିଁକିନା ସମୟ ଆଜି ଏପରି ପରିବର୍ତ୍ତନ ହୋଇ ଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ମନ ଆଉ ଉଦ୍ଧେଶ୍ୟ ଚିହ୍ନିବା ବହୁତ କଷ୍ଟ...!! © ବୀଣା ନାୟକ

By ବୀଣା ନାୟକ
 9


More oriya quote from ବୀଣା ନାୟକ
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments