ହାତର ଆଙ୍ଗୁଳି ଆମକୁ ଏହା ଶିକ୍ଷା ଦିଏ ଯେ ଦୁନିଆରେ ଏକା ଭଳି କେହି ନୁହନ୍ତି, ଏଥିପାଇଁ ଯାହା ମିଳୁଛି ସେଥିରେ ଖୁସି ହୁଅନ୍ତୁ...!!
ହାତର ଆଙ୍ଗୁଳି ଆମକୁ ଏହା ଶିକ୍ଷା ଦିଏ ଯେ ଦୁନିଆରେ ଏକା ଭଳି କେହି ନୁହନ୍ତି, ଏଥିପାଇଁ ଯାହା ମିଳୁଛି ସେଥିରେ ଖୁସି ହୁଅନ୍ତୁ...!!
ଆପଣଙ୍କ ଆଚରଣ ହିଁ ସଂସାର ପାଇଁ ସବୁଠୁ ବଡ଼ ସନ୍ଦେଶ ସେଥିପାଇଁ ଆପଣଙ୍କ ଆଚରଣକୁ ଉତ୍ତମ କରି ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ଆଚରଣ ପ୍ରେରଣା ଦାୟକ ବୋଲି...!! © ବୀଣା ନାୟକ
ସମୟ କେବେ କାହାକୁ ଅପେକ୍ଷା କରେ ନାହିଁ, କିନ୍ତୁ ଏଠି ସମୟ ସହ ତାଳ ଦେଇ ଆଜୀବନ ବଞ୍ଚିବାକୁ ପଡିଥାଏ, କାହିଁକିନା ସମୟ ଆଜି ଏପରି ପରିବର୍ତ୍ତନ ହୋଇ ଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ମନ ଆଉ ଉଦ୍ଧେଶ୍ୟ ଚିହ୍ନିବା ବହୁତ କଷ୍ଟ...!! © ବୀଣା ନାୟକ