STORYMIRROR
||...
|| "ସ୍ମୁତି ତୁମେ...
|| "ସ୍ମୁତି...
“
|| "ସ୍ମୁତି ତୁମେ ଅଦିନିଆ .......
ଅଭୁଲା ଅତିଥି
କେବେ ସାଜ ଜହ୍ନରାତି
କେବେ ପୁଣି
ଅମାବାସ୍ୟାର...... ତିଥି
ସ୍ମୁତି ତୁମେ......
ଏକ ଅଜଣା ଅତିଥି" ||
🙏
( କାଦମ୍ବରୀ ମହାଖୁଡ଼ )
”
272
More oriya quote from Kadambari Mohakhud
Download StoryMirror App