@kadambari-mohakhud

Kadambari Mohakhud
Literary Captain
AUTHOR OF THE YEAR 2021 - NOMINEE

164
Posts
2
Followers
1
Following

ପେସାରେ ମୁଁ ଏକ ନିଯୁକ୍ତି ଭିତିକ କର୍ମଚାରୀ, ସମାଜ ସେବା ,ପ୍ରକୃତିର ଉପଭୋଗ ଓ ବାସ୍ତବ କବିତା ଏକ ପ୍ରକାର ରୁଚି ||

Share with friends

ମନେରଖନ୍ତୁ ଭଲ ପ୍ରେରଣା ଦାତା ବା ହେବାକୁ ହେଲେ ପ୍ରେରଣାର ସବୁଠାରୁ ବଡ଼ ଉତ୍ସ ହେଉଛି ଆପଣଙ୍କ ନିଜସ୍ୱ ଚିନ୍ତାଧାରା, ଯାହା ଆପଣଙ୍କ ଉଚ୍ଚ ସୁଚିନ୍ତନ ଏବଂ ସଫଳତା ଦ୍ୱାରା ଆପଣଙ୍କୁ ପ୍ରଥମେ ପ୍ରେରଣା ଦେବାକୁ ପ୍ରେରିତ କରିଥାଏ || ✍️କାଦମ୍ବରୀ ......

|| ମନେରଖନ୍ତୁ ସ୍ୱାର୍ଥପର ମନୁଷ୍ୟ ସର୍ବଦା ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ଆଘାତ ଦେଇପାରେ ଏବଂ ଅନ୍ୟର ଯନ୍ତ୍ରଣା ସମୁଖରେ ନିଜର ଖୁସିକୁ ଅନୁଭବ କରିପାରେ || 🙏 ✍️ କାଦମ୍ବରୀ .......

====================== ହେ ଗୁରୁ..... ତୁମ୍ଭେ ମାର୍ଗ ଦର୍ଶକ ନେପଥ୍ୟ ନାୟକ ପଥହୀନ ଶିଷ୍ୟର ଅଟଇ ପଥିକ ଶିକ୍ଷା ହୀନ ଶିଷ୍ୟର ଅନ୍ଧାର ଆଲୋକ ପ୍ରଭୁଙ୍କର ଦୂତ ଅବା ଶିକ୍ଷାର ବାହକ ହେ ଗୁରୁ ତୁମ୍ଭେ ଯୁଗେ ଯୁଗେ ଶିକ୍ଷାର ଶିକ୍ଷକ ...... || ===================== ✍️କାଦମ୍ବରୀ ମହାଖୁଡ଼ =====================

ଏବେବି ଖୋଜିଲେ ଏଇଠି କୋଉଠି ମିଳିଯିବ ମୋତେ ମୋ ପିଲା ଦିନ ସମ୍ପର୍କ ଭିଡରେ ହଜିଯିବ ସବୁ ଅତୀତ କୁ ଦେଖି ଏ ବର୍ତ୍ତମାନ ....... (✍️ କାଦମ୍ବରୀ ମହାଖୁଡ଼ )

ମାୟାବୀ ସର୍ତର ଅବିଶ୍ୱାସ ସାଥି ସାଥେ ମାୟାବିନୀ ଚୁକ୍ତି ଭିଜା ଆଖିପତା ଶୁଷ୍କ ଓଠ ସାଥି ଅଦିନିଆ ମେଘ ପ୍ରୀତି ........ ✍️କାଦମ୍ବରୀ ମହାଖୁଡ଼

|| ଜୀବନର ଆହ୍ୱାନ ବଞ୍ଚିବାର ସୁଯୋଗକୁ ଆକର୍ଷଣୀୟ କରିଥାଏ ଏବଂ ଏହାକୁ ଗ୍ରହଣ କରିବା ଜୀବନର ସୂର୍ଯ୍ୟୋଦୟକୁ ଅର୍ଥପୂର୍ଣ୍ଣ କରିଥାଏ || ✍️ସୁଶ୍ରୀ କାଦମ୍ବରୀ .......

|| ଲକ୍ଷ୍ୟ ସ୍ଥିର କରିବା ହେଉଛି ଏକ ସଫଳ ବ୍ୟକ୍ତିର ପ୍ରଥମ ପଦକ୍ଷେପ | ଯାହା ଲକ୍ଷ ହାସଲ ପରେ ଅଦୃଶ୍ୟକୁ ଦୃଶ୍ୟମାନରେ ପରିଣତ କରାଇଥାଏ || ✍️ସୁଶ୍ରୀ କାଦମ୍ବରୀ .......

|| କିଏ ତାରିଖ ପରି ଆସେ ଆଉ ଚାଲିଯାଏ କିଛି ସମ୍ପର୍କ ଢେ଼ଉପରି ଧୀରେ ଭାସିଯାଏ କେବେ ଲୁହରେ ଭିଜାଏ ଅନୁତପ୍ତ କରାଏ କେଉଁ ତାରିଖ ଚେନାଏ ଖୁସିଛିଞ୍ଚି ହସାଏ || ✍️ସୁଶ୍ରୀ କାଦମ୍ବରୀ .......

ମନେରଖନ୍ତୁ ଯେପରି ଅନ୍ଧାର ଅନ୍ଧାରତ୍ୱକୁ ଦୂର କରିପାରେ ନାହିଁ କେବଳ ଆଲୋକ ଦ୍ୱାରା ସମ୍ଭବ ହୋଇଥାଏ ଠିକ ସେହିପରି ଘୃଣା କରୁଥିବା ବ୍ୟକ୍ତିକୁ ଆପଣଙ୍କ ଘୃଣା ବଦଳାଇ ପାରେନାହିଁ କେବଳ ଆପଣଙ୍କ ଭଲପାଇବା ଦ୍ୱାରା ସମ୍ଭବ ହୋଇଥାଏ 🙏 ✍️ସୁଶ୍ରୀ କାଦମ୍ବରୀ .......


Feed

Library

Write

Notification
Profile