Kadambari Mohakhud
Literary Captain
AUTHOR OF THE YEAR 2021 - NOMINEE

150
Posts
193
Followers
2
Following

ପେସାରେ ମୁଁ ଏକ ନିଯୁକ୍ତି ଭିତିକ କର୍ମଚାରୀ, ସମାଜ ସେବା ,ପ୍ରକୃତିର ଉପଭୋଗ ଓ ବାସ୍ତବ କବିତା ଏକ ପ୍ରକାର ରୁଚି ||

Share with friends
Earned badges
See all

ପରିକଳ୍ପନା ର କଳ୍ପବଟ ସାଜି ଦେଖେ ସମ୍ଭାବନା ର ସନ୍ଧର୍ଭ ଭିତରେ ଆଶା ଆକାଂକ୍ଷା ର ସ୍ବପ୍ନ ପ୍ରଶ୍ନ ବାଜି ଲେଖେ ଉତ୍ତରବିହୀନ ବେଳାଭୂମି ରେ..... ✍️ ସୁଶ୍ରୀ କାଦମ୍ବରୀ.......

ମନେ ରଖନ୍ତୁ ସମ୍ପର୍କ ହେଉଛି ଠିକ ମୁଦ୍ରା ପରି..... ମୁଦ୍ରାର ଉଭୟ ପାର୍ଶ୍ୱ ପରିପୂରକ ମୂଲ୍ୟ ଯୁକ୍ତ , ଗୋଟିଏ ପାର୍ଶ୍ୱ ଅନ୍ୟ ପାର୍ଶ୍ୱ ବିନା ମୂଲ୍ୟ ହୀନ ଠିକ ସେହିପରି ସମ୍ପର୍କ ଉଭୟତ୍ର ଆତ୍ମା ସଂଯୋଗ ଯୁକ୍ତ ଏକ ତରଫା ବାରମ୍ବାର ଯୋଗାଯୋଗ ସର୍ବଦା ସମ୍ପର୍କ ହୀନ || 🙏 ( ✍️ ସୁଶ୍ରୀ କାଦମ୍ବରୀ ମହାଖୁଡ଼ )

|| ଛୋଟ ଚକୋଲେଟ୍ ହେଉନା କାହିଁକି ପାଇବାକୁ ହେଲେ ମନରେ ଜିଦ୍ ରହିବା ଦରକାର କାରଣ ଜିଦ୍ ଦ୍ୱାରା ଜିନିଷଟିର ମୂଲ୍ୟ ନଜାଣି ଜୀବନର ଆକାଂକ୍ଷା ପୂରଣ ହୋଇଥାଏ || ( ✍️ ସୁଶ୍ରୀ କାଦମ୍ବରୀ ମହାଖୁଡ଼ )

|| ପ୍ରାପ୍ତ କାଳରେ ଉଠିବା ଏବଂ ସକରାତ୍ମକ ଚିନ୍ତନ କରିବା ଦ୍ୱାରା ଜୀବନରେ ନବ ଉଲ୍ଲାସ ସଞ୍ଚାର କରିଥାଏ ଯାହା ଆମକୁ ସଫଳ ବ୍ୟକ୍ତିର ଶ୍ରେଷ୍ଠ ପରିଚୟ ଦେଇଥାଏ || {✍️ ସୁଶ୍ରୀ କାଦମ୍ବରୀ ମହାଖୁଡ଼ }

|| ଯଦି ନଥାନ୍ତା ରାତ୍ରି କଳା ଆକାଶ.... ଚମକୁ ନଥାନ୍ତା ତାରା ପୂର୍ଣ୍ଣିମାର ଶୀତଳ ଜୋଛନାରେ.... ପ୍ରସ୍ପୁଟିତ ନଥାନ୍ତା ଧରା ଖଣ୍ଡ ବାଦଲରେ ଲୁଚକାଳି ଖେଳନ୍ତାନି...... ଜହ୍ନର ପସରା ନା ଥାନ୍ତା ମୂଲ୍ୟ ଏ ରାତ୍ରିର.... ନା ଜନ୍ମ ନିଅନ୍ତା ସକାଳ ଅସରା || ( ✍️ସୁଶ୍ରୀ କାଦମ୍ବରୀ ମହାଖୁଡ଼ )

~" ଦୁଃଖ "~ ସଜୀବ ଭିତରେ ନିର୍ଜୀବ ବାସ୍ନା ହଯାଏ ଆଲୋକ ଦିଶେନି ଜ୍ୟୋସ୍ନା ବାସ୍ତବ ବିହୀନ ମନ ଆନମନା ଅମଡ଼ା ବାଟକୁ କରାଏ ସାମ୍ନା || ଅମଡ଼ା ବାଟ କରାଏ ସାମ୍ନା.......... ( ✍️ସୁଶ୍ରୀ କାଦମ୍ବରୀ....... )

~" ଦୁଃଖ "~ ସଜୀବ ଭିତରେ ନିର୍ଜୀବ ବାସ୍ନା ହଯାଏ ଆଲୋକ ଦିଶେନି ଜ୍ୟୋସ୍ନା ବାସ୍ତବ ବିହୀନ ମନ ଆନମନା ଅମଡ଼ା ବାଟକୁ କରାଏ ସାମ୍ନା || ଅମଡ଼ା ବାଟ କରାଏ ସାମ୍ନା.......... ( ✍️ସୁଶ୍ରୀ କାଦମ୍ବରୀ....... )

ବେଳେବେଳେ ଅନ୍ୟର ଇଛା ଓ ଯିଦ କୁ ସମ୍ମାନ ଦେଇ ସମ୍ପର୍କ ମଜଭୁତ କରିବାକୁ ପଡିଥାଏ ଅନ୍ୟଥା ସମ୍ପର୍କ ହୁଗୁଳା ହୋଇଯିବାର ସମ୍ଭାବନା ରଖିଥାଏ || ( ✍️ସୁଶ୍ରୀ କାଦମ୍ବରୀ ମହାଖୁଡ଼ 🙏 )

|| ଜୀବନ..... ଏକ ଲମ୍ବା ସମୀକରଣ ଅଙ୍କ ବିସ୍ତାରିତ ତତ୍ତ୍ୱ ବିଜ୍ଞାପନ ମିଶାଣ ,ଫେଡ଼ାଣ, ଗୁଣନ, ହରଣ ଶତପ୍ରତିଶତ ଉତ୍ତର ରେ ..... ଶୂନ || (✍️ ସୁଶ୍ରୀ କାଦମ୍ବରୀ ...... )


Feed

Library

Write

Notification
Profile