STORYMIRROR
ସମୁଦ୍ର...
ସମୁଦ୍ର ମନ୍ଥନେ...
ସମୁଦ୍ର...
“
ସମୁଦ୍ର ମନ୍ଥନେ ଦେବ ଦାନବ,
ଅମୃତ,ବିଷ କରିଥିଲେ ଲାଭ,
ଦେବତା ମାନେ ଲଭିଲେ ଅମୃତ
ବିଷକୁ ଶିବ କଲେ କଣ୍ଠାଗ୍ରତ।
ଜଗତ କଲ୍ୟାଣ ପାଇଁ ଜୀବନ,
ମହାନ୍ ବ୍ୟକ୍ତି କରେ ସମର୍ପଣ।
”
5
More oriya quote from Kulamani Sarangi
Download StoryMirror App