STORYMIRROR

ସମତୁଲ ପ୍ରତ୍ଯ...

“ ସମତୁଲ ପ୍ରତ୍ଯେକ ସମ୍ପର୍କରେ କିଛି କିଛି ଦାୟିତ୍ବ ଓ କର୍ତ୍ତବ୍ଯ ଉଭୟ ପକ୍ଷରୁ ତୁଲାଯିବା ଉଚିତ୍।ଯଦି ଗୋଟିଏ ପକ୍ଷରେ କେବଳ ଦାୟିତ୍ବ,କର୍ତ୍ତବ୍ଯ ଆଦିର ଭାର ଲଦିଦିଆଯାଏ ,ତେବେ ସମ୍ପର୍କର ନିକିତ ଟି ଭାଙ୍ଗିଯିବାର ସମ୍ଭାବନା ଥାଏ।ତେଣୁ ପ୍ରତ୍ଯେକ ସମ୍ପର୍କରେ ସମତୁଲତା ପାଇଁ ଉଭୟ ପକ୍ଷରୁ କର୍ତ୍ତବ୍ଯ ତୁଲାଯିବା ଉଚିତ୍। ନିବେଦିତା ମିଶ୍ର ”

By Nibedita Mishra
 402


More oriya quote from Nibedita Mishra
1 Likes   0 Comments
19 Likes   0 Comments
25 Likes   0 Comments
31 Likes   0 Comments
18 Likes   0 Comments