STORYMIRROR
ସମସ୍ତେ...
ସମସ୍ତେ କହନ୍ତି ମନ...
ସମସ୍ତେ...
“
ସମସ୍ତେ କହନ୍ତି ମନ ଏକ ଲଗାମ ବିହୀନ ଘୋଡ଼ା। ତାକୁ ଆୟତ୍ତରେ ରଖିବା କାଠିକର ପାଠ। କିନ୍ତୁ ବନ୍ଧୁଗଣ ଆମକୁ ବିବେକ ରୂପକ ଲଗାମକୁ ପ୍ରୟୋଗକରି ତାକୁ ଆୟତ୍ତରେ ଆଣିବାକୁ ହେବା। ନଚେତ୍ ଏହାର ପରିଣାମ ଭୟଙ୍କର ହୋଇପାରେ।
”
136
More oriya quote from Jemanta Sahu
Download StoryMirror App