STORYMIRROR
ଏଦୁନିଆ...
ଏଦୁନିଆ ଟା ସତରେ...
ଏଦୁନିଆ ଟା...
“
ଏଦୁନିଆ ଟା ସତରେ କେଡେ
ବିଚିତ୍ର ନା। ଏଠି ତୁମେ ଯାହାକୁ
ନିଜର ବୋଲି ଭାବୁଥିବ,ସେ
ହିଁ ତମକୁ ପଛପଟୁ ଛୁରାଘାତ କରି
ଚାଲିଯିବ। ଆଉ କେତେକ ସ୍ଥଳରେ
ତୁମେ ଯାହାକୁ ପର ବୋଲି ଭାବୁଥିବ
ସେ ତୁମକୁ ସାହାଯ୍ୟର ହାତ ବଢେଇବ।
”
263
More oriya quote from Jemanta Sahu
Download StoryMirror App