STORYMIRROR
-------...
-----------ସ୍ମୃତି...
-----------ସ...
“
-----------ସ୍ମୃତି-------
କହିବାର ଚେଷ୍ଟା କରିଥିଲି ବହୁ
ନବୁଝିଲ ତୁମେ ଉଦେଶ୍ୟ
ଉପହାସ କଲ ସବୁ ସ୍ମୃତି କୁ ଯେ
ହରାଇଲ ଯେବେ ବିଶ୍ୱାସ।
ଏବେବି ସାଇତି ରଖିଛି ସ୍ମୃତିକୁ
କାହା ପାଇଁ ସେ ତ ଜାଣେନା
ସମୟ ପ୍ରବାହେ ଜାଣି ଯିବ ଯେବେ
ପ୍ରକାଶିଵ ତୁମେ ବେଦନା।।
ଯାଜ୍ଞସେନୀ ପଣ୍ଡା,ବାଙ୍ଗାଲୋର, କର୍ଣ୍ଣାଟକ
”
30
More oriya quote from Yagnaseni Panda
Download StoryMirror App