STORYMIRROR

ସମ୍ପର୍କୀୟଙ୍କ...

ସମ୍ପର୍କୀୟଙ୍କ ମଧ୍ୟ ରେ କିଛି ଏମିତି ସମ୍ପର୍କୀୟ ଥାଆନ୍ତି, ଯେଉଁମାନଙ୍କ କୁଟ ନୀତି ଠିକ୍ ଉଇ ସଦୃଶ୍ୟ, ସମ୍ପର୍କ ମଧ୍ୟରେ ରହି, ଅନ୍ୟ ସମ୍ପର୍କରେ ତିକ୍ତତା ଭରିଥାଆନ୍ତି। ଯେମିତି ଉଇ କାଠ ମଧ୍ୟ ରେ ରହି, କାଠକୁ କାଟି ଖାଇ ଫମ୍ପା କରେ। ସବୁ ସମ୍ପର୍କରେ ଶୂନ୍ୟ ହେବା ଠାରୁ ଉଇ ସଦୃଶ ସମ୍ପର୍କୀୟଙ୍କୁ ଦୂରେଇ ଦେବା ଭଲ। -manas kumar kar -

By MANAS KUMAR KAR
 50


More oriya quote from MANAS KUMAR KAR
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments