STORYMIRROR

ସମ୍ପର୍କ ର...

ସମ୍ପର୍କ ର ଅଡ଼ୁଆ ଗଣ୍ଠି ଗୁଡ଼ାକୁ ଖୋଲିବାକୁ ମୁଁ ବହୁତ ଥର ଚେଷ୍ଟା କରିଛି, କିନ୍ତୁ ପ୍ରତ୍ୟକ ଥର ଅଧିକରୁ ଅଧିକ ଛନ୍ଦି ହେଇ ଯାଇଛି | ପୁରା ଜୀବନ ବିତିଗଲା ୟେ ସମ୍ପର୍କ ବୁଝିବା ରେ ଖାଲି ଯାହା ଏତିକି ଅନୁଭବ କଲି ମୋ ଅନୁଭୂତି ରୁ-- ଜୀବନ ର ଚଲାପଥ ରେ ଆସିଥିବା ବା ଗଢ଼ି ଉଠିଥିବା ପ୍ରତ୍ୟକ ସମ୍ପର୍କ ଗୋଟେ ଗୋଟେ ସ୍ମୃତି ........................

By Subhasmitadriems Sahu
 296


More oriya quote from Subhasmitadriems Sahu
10 Likes   0 Comments