STORYMIRROR
ସମ୍ପର୍କ
ଅତି...
ସମ୍ପର୍କ
ଅତି...
ସମ୍ପର୍କ
ଅତି...
“
ସମ୍ପର୍କ
ଅତି ଚିପୁଡ଼ି ଲେମ୍ବୁ ଚାଖିଲେ
ପିତା ଲାଗଇ ପାଟି
କାହା ସାଥିରେ ଅତି ମିଶିଲେ
ସମ୍ପର୍କ ଯାଏ ତୁଟି ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
24
More oriya quote from Kshitish Jena
Download StoryMirror App